logo

ବଦଳିବ_କୋରାପୁଟ_ଜିଲ୍ଲାରେ_ପର୍ଯ୍ୟଟନ_କ୍ଷେତ୍ରର_ରୂପରେଖ

କିଛିଦିନ ପୂର୍ବରୁ କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡ ରେ ଥିବା ଗଡପଦର ପର୍ଯ୍ୟଟନ ସ୍ଥଳି ର ଅବ୍ୟବସ୍ଥା କୁ ନେଇ ହୋଇଥିଲା ଖବର ପ୍ରସାରଣ ଆଜି କୋରାପୁଟ ଜିଲ୍ଲାପାଳ ଗଡପଦର ଗ୍ରସ୍ତ ପରେ ଏହି ସ୍ଥାନର ବିକାଶ କୁ ନେଇ ନିଆ ଯାଉଛି ବିହିତ ପଦକ୍ଷେପ ବୋଲି ମତ ପରକାସ କରିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ

11
272 views