logo

ନୂଆ ଆଣ୍ଚଳିକ ଦଳ।

ଆସନ୍ତା ମାର୍ଚ୍ଚ ମାସରେ ରାଜ୍ୟରେ ମୁଣ୍ଡ ଟେକିବ ନୂଆ ଆଣ୍ଚଳିକ ଦଳ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ହେଇସାରିଲାଣି। ଜାନୁଆରୀ 2ୟ ସପ୍ତାହ ରୁ ଭୁବନେଶ୍ୱରରେ ଯୁବକ ଓ ଛାତ୍ର ମାନଙ୍କୁ ନେଇ ଏକ ସମାବେଶ ଆୟୋଜନ ହେବ ଏବଂ ଏହି ସମାବେଶ ରେ ଆଣ୍ଚଳିକ ଦଳର ମୂଳ ଦୂଆ ପଡିବ।

4
4 views