logo

ମିଡ୍ଡେ- ମିଲ୍ ଖର୍ଚ୍ଚ ବୣର୍ଧ।

ପୂର୍ବରୁ ମି ଡେ ମିଲ୍ ମୁଣ୍ଡ ପିଛା ଦର 10.49
ପଇସା ଥିବା ବେଳେ ବର୍ତମାନ ତାହା ବୣ୍ଧି ଘଟି 14.74 ପଇସା କୁ ବୣର୍ଧ ଘଟିଛି, ଏହା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ଜଣାପଡିଛି। ଭାତ, ପରିବା ତରକାରି ପାଇଁ 14.53ପଇସା, ଭାତ ସୟାବିନ୍ ପାଇଁ 15•08ପଇସା ଓଭାତ ଅଣ୍ଡା ପାଇଁ 14.58 ପଇସା ଖର୍ଚ୍ଚ ହେବ। ଏସବୁ ମିଶାଇ ମୁଣ୍ଡ ପିଛା ହାରାହାରି ଦର14.74 ପଇସା ଧାର୍ଯ୍ୟ କରାଯାଇଛି।

0
527 views