logo

ଭାଳିଆଡିହା ନିକଟରେ ବାଇକ ଦୁର୍ଘଟଣା ଜଣେ ଆହତ।

ଭାଳିଆଡିହା ନିକଟରେ ବାଇକ ଦୁର୍ଘଟଣା ଜଣେ ଆହତ।

ପାଟଣା-୩୦/୧୨, ପାଟଣା ଥାନା ଅଞ୍ଚଳ ଭାଲିଆଡିହା ନିକଟରେ ସାହାରପଡା-ମାଛଗଡ଼ ରାସ୍ତାରେ ଆଜି ପୂର୍ବାହ୍ନ ରେ ଏକ ଦ୍ରୁତଗାମୀ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ବାଇକରେ ଥିବା ଦୁଇ ଜଣଙ୍କ ମଧ୍ୟରେ ଜଣେ ଆହତ ହେବା ସହ ମୂର୍ଚ୍ଛା ଯାଇଥିଲେ। କରଞ୍ଜିଆ ତେଲସାହି ଅଞ୍ଚଳର ଏହି ଦୁଇ ଯୁବକ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସେବା ଯୋଗାଇ ଦେବା ପରେ ସେମାନଙ୍କୁ ଘରକୁ ପଠାଇ ଦେଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଦୁର୍ଘଟଣା ସ୍ଥଳରେ କେହି ନଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

28
765 views