logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୁରୁଣା ବର୍ଷକୁ ବିଦାୟ... ନୂଆ ବର୍ଷକୁ ସ୍ୱାଗତ

ପୁରୁଣା ବର୍ଷ ବିଦାୟ ନେବା ପାଇଁ ସଜବାଜ ହେଉଥିବା ବେଳେ ନୂଆ ବର୍ଷକୁ ସ୍ୱାଗତ ପାଇଁ ସାରା ସହର ପ୍ରସ୍ତୁତ l ଓଡିଶାର ରାଜଧାନୀ ଭୁବନେଶ୍ୱର ରଙ୍ଗବେରଙ୍ଗର ଆଲୋକମାଳା ରେ ସଜେଇ ହୋଇଛି l ହୋଟେଲମାନଙ୍କରେ 0 ନାଇଟି ପାଇଁ ବିଭିନ୍ନ ମନୋରଞ୍ଜନ କlର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି l ଖଣ୍ଡଗିରି, ନନ୍ଦନ କାନନ ପ୍ରଭୁତି ଜାଗା ମାନଙ୍କରେ ପିକନିକ ପାର୍ଟିମାନଙ୍କ ଗହଳି ଚହଳି ଲାଗିଛି l ଏ ବର୍ଷ ଶୀତର ପ୍ରଭାବ ବେଶ ପ୍ରିଲକ୍ଷିତ ହେଉଛି.

28
675 views

Comment