ପାଷ୍ଟିକ୍ ବର୍ଜନ କାର୍ଯ୍ୟକ୍ରମ।
ସୂଚନା ଅନୁସାରେ ଆଗାମୀ ଦିନରେ ପ୍ଳାଷ୍ଟିକ୍ ବର୍ଜନ ଉପରେ ଗଞ୍ଜାମ ଜିଲ୍ଲାପାଳକ ଗୁରୁତ୍ୱାରପ ଦେଇଛନ୍ତି। ଏହି କାଯ୍ୟକ୍ରମରେ ଜାନୁଆରୀ 1 ଠାରୁ ଅନୁଷ୍ଠିତ ହେବ, ଏଥିରେ ସମସ୍ତେ ସହଯୋଗ ଓ ସହଭାଗୀ ହୁଅନ୍ତୁ ବୋଲି ଉଦ୍ବେଗ ପ୍ରକାଶ କରିଛନ୍ତି।