logo

ମା' ଜଗତ ଜନନୀ ସେବା ଟ୍ରଷ୍ଟ ତରଫରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ମା' ଜଗତ ଜନନୀ ସେବା ଟ୍ରଷ୍ଟ ତରଫରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କେନ୍ଦୁଝରର ସୁନାମଧନ୍ୟ ସାମାଜିକ ଅନୁଷ୍ଠାନ ମା' ଜଗତ ଜନନୀ ସେବା ଟ୍ରଷ୍ଟ ତରଫରୁ କେନ୍ଦୁଝର ମୁନିସିପାଲିଟିର ୧୩ ନମ୍ବର ୱାର୍ଡରେ ଥିବା ସମସ୍ତ ଅସହାୟ ବୃଦ୍ଧ ଵୃଦ୍ଧା ଗରିବ ନିଷ୍ପେସିତ ଭିର୍ନ୍ନକ୍ଷମ ବ୍ୟକ୍ତିମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି l କେନ୍ଦୁଝର ମାଟିର ଲୋକପ୍ରିୟ ନେତା ତଥା ବିଶିଷ୍ଟ ସମାଜସେବୀ ଏବଂ ମାନ୍ୟବର ବିଧାୟକ ଚମ୍ପୁଆ ସନାତନ ମହାକୁଡ଼ଙ୍କ ଆର୍ଥିକ ସହାୟତା ଏବଂ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ପରି ଚଳିତ ବର୍ଷ ଜିଲ୍ଲାରେ ଶୀତକୁ ଦୃଷ୍ଟିରେ ରଖି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି l ଟ୍ରଷ୍ଟର ବରିଷ୍ଟ ସଦସ୍ୟ ତଥା ସମାଜସେବି ସଂଜୀବ କୁମାର ବେହେରା, ସନ୍ତୋଷ କୁମାର ପଣ୍ଡା, କାଉନସିଲର ଅବିନାଶ ମିଶ୍ରଙ୍କ ସହଯୋଗରେ କମ୍ବଳ ବଣ୍ଟନ ହୋଇଥିଲା l

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

31
1152 views