logo

ଗନ୍ଧମାର୍ଦ୍ଧନ ଆନ୍ଦୋଳନ ସଂଗ୍ରାମୀ ଦଶରଥ ବେହେରାଙ୍କ ଦେହାନ୍ତ


ଗନ୍ଧମାର୍ଦ୍ଧନ ଆନ୍ଦୋଳନ ସଂଗ୍ରାମୀ ଦଶରଥ ବେହେରାଙ୍କ ଦେହାନ୍ତ
ଗନ୍ଧମାର୍ଦ୍ଧନ ବଞ୍ଚାଓ ବାଲକୋ ହଟlଓ ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିବା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାଲେପାଲି ଗ୍ରାମ ର ଦଶରଥ ବେହେରା ୯୩ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି l ସାଲେପାଲି ଠାରେ ପୋଲିସ ଦ୍ଵାରା ହୋଇ ଥିବା ଲାଠି ଚାଳନା କୁ ବିରୋଧ କରି ପୋଲିସ ସହିତ ଧସ୍ତା ଧୁସ୍ତୀ ହୋଇ ଥିଲେ l ଯାହା କି ସେ ସମୟ ରେ ଯୁବ ସଂଗ୍ରାମୀ ମାନଙ୍କ ର ଏକ ପ୍ରେରଣା ହୋଇ ଥିଲେ । ସ୍ବର୍ଗତ ବେହେରାଙ୍କ ଦେହାନ୍ତ ପରେ ତାଙ୍କର ଏକ ମାତ୍ର ପୁତ୍ର ଦେବେନ୍ଦ୍ର ବେହେରାଙ୍କ ସମେତ ପରିବାରବର୍ଗ ଙ୍କୁ ଛାଡି ଯାଇଛନ୍ତି ।

5
78 views