logo

ପବ୍ଲିକ ରାଇଟ ଆସୋସିଏସନ ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳନ, ଦାମନଯୋଡି,କୋରାପୁଟ, ଓଡିଶା,ତା ୨୫/୧୨/୨୫(ଗୁରବାର)

ପବ୍ଲିକ ରାଇଟ ଆସୋସିଏସନ ତରଫରୁ ବାଜପେୟୀଙ୍କ ଜୟନ୍ତୀ ପାଳିତ
ଦାମନଯୋଡି:-୨୫/୧୨(ନି:ପ୍ର) ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜୟନ୍ତୀ ଦାମନଯୋଡିରେ ପାଳିତ ହୋଇଥିଲା ।ପବ୍ଲିକ ରାଇଟ ଆସୋସିଏସନ ବ୍ଲକ ସଭାପତି ତେଜେଶ୍ୱର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଶିକ୍ଷାବିତ, ସମାଜସେବୀ,ନାଲକୋର କର୍ମଚାରୀ,ରାଜନେତାମାନେ ଯୋଗଦାନ କରିଥିଲେ ।ସେକ୍ଟର ଦୁଇ କମୁନିଟି ସେଣ୍ଟର ପରିସରରେ ଆୟୋଜିତ ସଭାରେ ଅନାମ ଚରଣ ନାୟକ, ଡ.ଅଶୋକ କୁମାର ମହାନ୍ତି,ବିପିନ ବିହାରୀ ପଣ୍ଡା,ସୁଦର୍ଶନ ସେନାପତି,ନରସିଂହ ବ୍ରହ୍ମା,ଶ୍ରୀଧର ପରିଡା,ନଳିନୀକାନ୍ତ ସେନାପତି,ଅକ୍ଷୟ କୁମାର ଜେନା,କିରଣ କୁମାର ମହାନ୍ତି,ତପସ୍ବିନୀ ମିଶ୍ର, ଅମର କୁମାର ନାୟକ, ଅଜୟ କୁମାର ଜେନା,ସନ୍ତୋଷ କୁମାର ପଣ୍ଡା,ଦୁର୍ଯୋଧନ ଗୌଡ,ରାମଚନ୍ଦ୍ର ଇଡୀଙ୍ଗ ପ୍ରମୁଖ ଉପସ୍ଥିତ ରହି ବାଜପେୟୀଙ୍କ ମହନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ ।ଶେଷରେ ତେଜେଶ୍ୱର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

91
3886 views