logo

ବାଜପେୟୀଙ୍କ ସ୍ମୃତିରେ ଦେଶାତ୍ମବୋଧକ କବିତା ପାଠୋତ୍ସବ।

ବାଜପେୟୀଙ୍କ ସ୍ମୃତିରେ ଦେଶାତ୍ମବୋଧକ କବିତା ପାଠୋତ୍ସବ।

କେନ୍ଦୁଝର,୨୫/୧୨ କାବ୍ଯାଞ୍ଜଳୀ କାର୍ଯ୍ୟକାରୀ ସମିତି କେନ୍ଦୁଝର ଓ ଜିଲ୍ଲା ପ୍ରଶାସନ ସହଯୋଗରେ ପୂର୍ବତନ ପ୍ରଧାନମନ୍ତ୍ରୀ, ବାଗ୍ମୀ, ଭାରତରତ୍ନ ଅଟଳ ବିହାରି ବାଜପେୟୀଙ୍କ ୧୦୧ ତମ ଜୟନ୍ତୀ ଉଦ୍ଦେଶ୍ୟରେ ଆଜି କେନ୍ଦୁଝର ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ ଦରବାର ହଲ୍, କେନ୍ଦୁଝର ରେ ମହାର୍ଘ୍ଯ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।
କେନ୍ଦୁଝର ଜିଲ୍ଲାର ବରିଷ୍ଠ କବି, ସୁସାହିତ୍ୟିକ, ବାଗ୍ମୀ, ମିଳନୀ ସାହିତ୍ୟ ସଂସଦର ସଭାପତି ଦେବାଶିଷ ଚକ୍ରବର୍ତ୍ତୀଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ରୂପେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ମୁଖ୍ୟ ବକ୍ତା ଭାବେ କବି ଡ଼ ଚିତ୍ତ ମିଶ୍ର, ସମ୍ମାନିତ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ଅଶ୍ବିନୀ ପଟ୍ଟନାୟକ, କବି ଅକ୍ଷୟ କୁମାର ବାରିକ, ବିଶିଷ୍ଟ ପାଲା ଗାୟକ ଡଃ ଧୀରେନ କୁମାର ମହାନ୍ତି, ଗବେଷକ ଓ କବି ଅକ୍ଷୟ କୁମାର ମିଶ୍ର, ଆବାହକ ରାଧାକାନ୍ତ ମହାନ୍ତ ( କାବ୍ଯାଞ୍ଜଳୀ ) ଆଦି ପ୍ରମୁଖ ଅତିଥି ମାନଙ୍କ ଉପସ୍ଥିତିରେ ଏବଂ କବିତା ପାଠୋତ୍ସବର ସଂଯୋଜିକା ଇନ୍ଦୁମତୀ ପାତ୍ରଙ୍କ ସଂଯୋଜନାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କବି କବୟିତ୍ରୀ ଯଥା: ପୁଷ୍ପାଞ୍ଜଳି ଆଚାର୍ଯ୍ୟ, ବାବୁଲାଲ ପଲେଇ, ଭକ୍ତବନ୍ଧୁ ମହାନ୍ତ, ବିଜୟଲକ୍ଷ୍ମୀ ମହାନ୍ତି, ଗୀତାରାଣୀ ଦାଶ, ରୂପଶ୍ରୀ ଗନ୍ତାୟତ, ଗୀତାଞ୍ଜଳି ସାହୁ, ଶୋଭନା ଜେନା, ପ୍ରଣତି ଦାଶ, ମମତାରାଣୀ ଦାଶ, ସରୋଜ କୁମାର ସେନାପତି, ସୁଭଦ୍ରା ମହାନ୍ତ, ଭରତ ଚନ୍ଦ୍ର ପାତ୍ର, ଡମ୍ବରୁ ମହାନ୍ତ, ବିଣାପାଣି ଜେନା, ଉପେନ୍ଦ୍ର ବାରିକ, ମନ୍ଦାକିନୀ କର, ଭାବଗ୍ରାହୀ ମହାନ୍ତ, ହରିହର ମହାନ୍ତ, ଚିନ୍ମୟୀ ସାହୁ, ନୃସିଂହ ପ୍ରସାଦ ସିଂହ ,କୈଳାଶ ଚନ୍ଦ୍ର ତନ୍ତୀ, ମହାସରସ୍ବତୀ ମିଶ୍ର, ଅଧିକାରୀ ବାରିକ, ପ୍ରଦୀପ ରାଉତ, କଳାକାର ମହାନ୍ତ, ନକୁଳ ମହାନ୍ତ, ସନ୍ତୋଷ କୁମାର ପତି, ପ୍ରତାପ ମହାନ୍ତ, ରାମଚନ୍ଦ୍ର ସାହୁ, କ୍ଷେତ୍ରବାସୀ ମହାନ୍ତ, ବାସୁଦେବ ମହାନ୍ତ, ତାରିଣୀ ଦଳେଇ, ବିଦ୍ୟାଧର ମହାନ୍ତ ଆଦି ଶତାଧିକ କବି କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ। ଧନ୍ୟବାଦ - ଭାବଗ୍ରାହୀ ମହାନ୍ତ ଏବଂ ହରିହର ମହାନ୍ତ ଓ ଡମ୍ବରୁ ମହାନ୍ତ ସହଯୋଗ କରିଥିଲେ।

ବାବୁଲାଲ ପଲେଇଙ୍କ ରିପୋର୍ଟ।

38
1746 views