logo

ରାଜସ୍ଥାନ ରାଜ୍ୟ ରେ ନିଆରା ଢଗଂରେ ସମାଜ ସଚେତନତା।

ସମାଜ ପ୍ରଭାଵକୁ ଦୣଷ୍ଟି ରେ ରଖି ରାଜସ୍ଥାନରେ ମହିଳା ମାନଙ୍କର ଅଧିକାର ଓ ସ୍ମାର୍ଟ ଫୋନ୍ ର ବ୍ୟବହାର କୁ ନେଇ କିପେଡ୍ ଫୋନ କେବଳ ବ୍ୟବହାର କରିପାରିବେ ଏହି ନିଷ୍ପତ୍ତି ନିଆଯାଇଛି। କାରଣ ସମାଜର କହିବା ଉଦେଶ୍ୟ ଏହା ଯେ ଅଧିକା ସ୍ମାର୍ଟ ଫୋନ୍ ର ବ୍ୟବହାର ଯେ।ଗୁଂ ପିଲାମାନଙ୍କର ପ୍ରଭାବ ପଡୁଛି ତେଣୁ ରାଜସ୍ଥାନରେ ଏହି ଭଳି ପଦକ୍ଷେପ ସ୍ତାନୀୟ ଲୋକମାନେ ନେଇଛନ୍ତି।

0
762 views