logo

ସାମ୍ବାଦିକଙ୍କ ପାଇଁ କ୍ଷମତାବର୍ଦ୍ଧନମୂଳକ JMC କୋର୍ସ — NEP 2020 ଅନୁସାରେ ଏବେ ଅଧିକ ସହଜ ଓ ସୁଲଭ

ଦଶପଲ୍ଲା, ଓଡ଼ିଶା — 25. DECEMBER. 2025
ଶିକ୍ଷା କେବଳ ଗ୍ୟାନ ନୁହେଁ, ଏହା ଜଣେ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱକୁ ଗଠନ କରେ। ତେଣୁ ଶିକ୍ଷାର ସହିତ ଜଡିତ ପ୍ରମାଣପତ୍ରମାନେ ମଧ୍ୟ ସମାନ ଗୁରୁତ୍ୱ ଧାରଣ କରେ। ଆମ ସାମ୍ବାଦିକ ଭାଇ-ଭଉଣୀମାନେ ବର୍ଷାନୁବର୍ଷ ସେବା ଦେଇ ଆସୁଥିବା ସତ୍ତ୍ୱେ ମଧ୍ୟ, ଯଥୋଚିତ ପ୍ରମାଣପତ୍ରର ଅଭାବରେ ନିଜ କ୍ୟାରିଅର୍‌କୁ ଚାହିଦା ଅନୁଯାୟୀ ଆଗକୁ ନେଇପାରୁ ନଥିଲେ। ସାଧାରଣତଃ JMC କୋର୍ସ ପାଇଁ 40–50 ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ, ଯାହା ସମସ୍ତଙ୍କ ପାଇଁ ସମ୍ଭବ ହୁଏନି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି DIITAL ଓ ADYA EDUCATION AND CHARITABLE TRUSTଙ୍କ ଯୁଗଳ ପ୍ରୟାସରେ, AECT Institute of Management and Business Studies ଅଧୀନରେ NEP 2020 ଅନୁରୂପ ନୂତନ Journalism & Mass Communication କୋର୍ସ ଆରମ୍ଭ କରାଯାଇଛି। ଏହି କୋର୍ସଗୁଡିକ ହେଲା—

✅️ CJMC – Certificate in Journalism & Mass Communication
✅️ DJMC – Diploma in Journalism & Mass Communication
✅️ PGJMC – Post Graduate in Journalism & Mass Communication

ଏହା ସମ୍ପୂର୍ଣ୍ଣ କ୍ୟାରିଅର୍ ଅରିଏଣ୍ଟେଡ୍ ଓ ସ୍କିଲ୍ ୱେସ୍ଡ୍ ଥିବା ସହିତ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ବିଶେଷଭାବେ ଉପଯୋଗୀ।

ଏହି ସୁଚନା DIITAL Director ଶ୍ରୀ ଅଜୟ କୁମାର ଦାଶଙ୍କ ଦ୍ୱାରା ଜାରି କରାଯାଇଛି। ସେ କହିଛନ୍ତି—

“ସାମ୍ବାଦିକମାନେ ଦେଶ ଓ ସମାଜର ଆଖି, ସେହିପାଇଁ ସେମାନଙ୍କ କ୍ଷମତାବର୍ଦ୍ଧନ ଆମର ପ୍ରଥମ ପ୍ରାଥମିକତା। ସୁଲଭ ଓ ଗୁଣତ୍ତମମୂଳକ ଶିକ୍ଷା ଦେଇ ସେମାନଙ୍କ କ୍ୟାରିଅର୍‌କୁ ଆଗକୁ ନେବା ଆମ ଲକ୍ଷ୍ୟ।”

ଏହି କୋର୍ସ ମାଧ୍ୟମରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ସହିତ ସାମ୍ବାଦିକତାରେ ନୂତନ ଦିଗ ଖୋଲିବାକୁ DIITAL ଓ ADYA TRUST ବଦ୍ଧପରିକର୍।

English:-
New Journalism & Mass Communication Courses for Journalists — NEP 2020 Aligned, Affordable & Career-Oriented

Education shapes the personality and future of an individual. Just as knowledge empowers a person, educational qualifications and certificates also play a vital role in building one’s professional career. Many of our journalist brothers and sisters have been serving society with dedication for years, yet due to the lack of proper academic certification, they have often been unable to progress in their careers as much as they truly deserve.

Generally, pursuing a Journalism & Mass Communication (JMC) course costs between ₹40,000 to ₹50,000, which is not affordable for everyone.

Considering this, DIITAL and ADYA EDUCATION AND CHARITABLE TRUST, through AECT Institute of Management and Business Studies, have jointly introduced NEP 2020–aligned Journalism & Mass Communication programs to support working journalists and aspiring media professionals.

The available programs include:

✅️ CJMC – Certificate in Journalism & Mass Communication
✅️ DJMC – Diploma in Journalism & Mass Communication
✅️ PGJMC – Post Graduate in Journalism & Mass Communication

These programs are career-oriented and skill-based, designed to provide high-quality education at an affordable cost, helping journalists enhance their professional growth and opportunities.

This announcement has been issued by Mr. Ajaya Kumar Dash, Director, DIITAL, who stated:

“Journalists are the voice and vision of society. Our mission is to ensure affordable, high-quality education and certification so that they can strengthen their careers and continue their valuable service to the nation.”

23
1935 views