logo

ଜିଲ୍ଲା ବିଜେପି ସମ୍ପାଦକ ଭାବେ ବିଶ୍ୱଜିତ ତ୍ରିପାଠୀ ମନୋନୀତ।

ଜିଲ୍ଲା ବିଜେପି ସମ୍ପାଦକ ଭାବେ ବିଶ୍ୱଜିତ ତ୍ରିପାଠୀ ମନୋନୀତ।

କେନ୍ଦୁଝର, ୨୩|୧୨ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଜିଲ୍ଲା ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି l ସେଥିମଧ୍ୟରୁ ଜିଲ୍ଲା ସମ୍ପାଦକ ରୂପେ କେନ୍ଦୁଝର ଜିଲ୍ଲା ବିଜେପିର ଟାଣୁଆ ଯୁବ ନେତା ବିଶ୍ୱଜିତ ତ୍ରିପାଠୀଙ୍କୁ ସମ୍ପାଦକ ହିସାବରେ ତାଙ୍କ ନାମ ଘୋଷଣା ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା ର ସୁଅ ଛୁଟିଛି l ସୂଚନାଯୋଗ୍ୟ ଜିଲ୍ଲା ବିଜେପିରେ ଦୀର୍ଘ ବର୍ଷ ହେବ ସେ ନିଜର ଦାୟିତ୍ୱକୁ ସୁଚାରୁ ଭାବେ ସମ୍ପାଦନା କରୁଛନ୍ତି l ଜିଲ୍ଲା ବିଜେପିର ସମ୍ପାଦକ ଭାବେ ସେ ମନୋନୀତ ହୋଇଥିବାରୁ କେନ୍ଦୁଝରର ଲୋକପ୍ରିୟ ନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ରାଜ୍ୟ ବିଜେପି ସଭାପତି ଶ୍ରୀ ଯୁକ୍ତ ମନମୋହନ ସାମଲ ସାଂସଦ ଅନନ୍ତ ନାଏକ ଏବଂ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

22
780 views