logo

କୋରାପୁଟ ଘୋଂଚୋ ଜଙ୍ଗଲ ଭିତରେ ଚାଲିଛି ବାଘ ଖୋଜା

କୋରାପୁଟ ବନଖଣ୍ଡରେ ବାଘ ଗଣନା ଆରମ୍ଭ ହୋଇଛି। ବାଘ ଗଣନା ପାଇଁ ସବୁ ରେଞ୍ଜ ଅଫିସ କୁ ନିର୍ଦେଶ ଦିଆଯାଇଛି । ବନଖଣ୍ଡରେ ୭୬ ଟିମ ଯାଇ ଜଙ୍ଗଲରେ ବିଭିନ୍ନ ଜାଗାରେ ଟ୍ରାପ କ୍ୟାମେରା ଲଗାଇବା ସହ ବନ୍ୟପ୍ରାଣୀ ହେବିଟାଟ ସ୍ଥଳରୁ ଗତିବିଧି ଲକ୍ଷ କରୁଛନ୍ତି।
TigerCensus KoraputForest

0
0 views