ସଡ଼କ ଦୁର୍ଘଟଣା ରେ ଓ ଟିଭି ସାମ୍ବାଦିକ ଙ୍କ ପରଲୋକ
ସମ୍ବଲପୁର (ଦୀପକ ସିଂ)୦୮/୧୨/୨୦୨୫
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ର ଓ ଟିଭି ସାମ୍ବାଦିକ ରମାକାନ୍ତ ମହାନନ୍ଦ ଙ୍କ ମୃତ୍ୟୁ ଘଟିଛି ଆଜି, ରେଢ଼ାଖୋଲ ରୁ ନାକଟିଦେଉଳ ଯାଉଥିବା ସମୟରେ ନାକଟିଦେଉଳ ପାଖରେ ଏକ କଲଭର୍ଟ ରେ ତାଙ୍କର ବାଇକ ଦୁର୍ଘଟଣା ହୋଇଥିଲା ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନାକୁ ଅଣାଯାଇଥିଲା ଓ ସେଠାରୁ ବୁର୍ଲା ଭୀମସାର କୁ ପଠାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ରମାକାନ୍ତ ମହାନନ୍ଦ ରେଢ଼ାଖୋଲ ଅଞ୍ଚଳ ର ଓଟିଭି ସାମ୍ବାଦିକ ଥିଲେ..