logo

୭୦ ବର୍ଷ ର ବୃଦ୍ଧ ୧୫ ବର୍ଷ ହେବ ଶଯ୍ୟାଶାୟୀ ହୋଇ ଦୁର୍ଦିନ ରେ କାଟୁଛନ୍ତି ଦିନ

ସମ୍ବଲପୁର (ଦୀପକ ସିଂ) ୦୪/୧୨/୨୦୨୫
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଭାଲିଆକଟା ଗ୍ରାମ ପଂଚାୟତ ତୁଡ଼ାବାହାଲ ଗ୍ରାମର ବୃଦ୍ଧ କାଲିଆନ ଜୋଜୋ ୭୦ ବର୍ଷ ଏକ ଅଜଣା ରୋଗ ରେ ପୀଡିତ ହୋଇ ଆଜକୁ ୧୫ ବର୍ଷହେଵ ଶଯ୍ୟାଶାୟୀ ହୋଇ ବହୁ ଦୁର୍ଦିନ ରେ କାଟୁଛନ୍ତି ଦିନ, କବାଟରେ ଏକ ଦୌଡ଼ି ବାନ୍ଧି ତାରି ସାହାଯ୍ୟ ରେ ଉଠୁଛନ୍ତି ଓ ସୋଉଛନ୍ତି ବୃଦ୍ଧା ଅବସ୍ଥା ଓ ରୋଗରେ ପୀଡିତହୋଇ ହୋଇପଡିଛନ୍ତି ଉପାୟ ହୀନ ପରିବାରର ପ୍ରଚେଷ୍ଟା ଗ୍ରାମ ବାସୀଙ୍କ ନିବେଦନ ଜଣାଇବା ପରେ ପ୍ରଶାସନ ନିରବ ସାଜିଛି..

1
186 views