ବରିଷ୍ଠ ବିଜେପି ନେତା ଙ୍କ ପରଲୋକ!
ବରିଷ୍ଠ ବିଜେପି ନେତା ଙ୍କ ପରଲୋକ!
------------------------------------
ପାଟଣା:୩/୧୨, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସରାସୋକଲା ପଞ୍ଚାୟତର ସରାସୋକଲା ଗ୍ରାମର ବରିଷ୍ଠ ବିଜେପି ନେତା ରସାନନ୍ଦ ନାଏକ(୭୩)ଙ୍କ ଶନିବାର ବିୟୋଗ ଘଟିଛି।ସେ ଜଣେ ଧାର୍ମିକ ବ୍ୟକ୍ତି ଭାବେ ବେଶ ଜଣାଶୁଣା ଥିଲେ।ପୂଜାପାଠ ଓ ଭଗବାନ ଙ୍କୁ ପ୍ରାର୍ଥନା କରିବାରେ ସେ ଅଧିକ ସମୟ ଅତିବାହିତ କରୁଥିଲେ।ସ୍ଥାନୀୟ ଅଞ୍ଚଳରେ ସେ ରସାନନ୍ଦ ବାବା ଭାବେ ପରିଚିତ ଥିଲେ।ସେ ସୁସ୍ଥ ସବଳ ଥିବା ବେଳେ ଶନିବାର ତାଙ୍କର ହଠାତ ମୃତ୍ୟୁ ଘଟିଥିଲା।ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ, ମୋବାଇଲ: ୯୪୩୯୨୧୧୧୭୮