
୬ତମ ଜାତୀୟ ଶୋରିନ୍-ର୍ୟୁ ମାତସୁବାୟାଶି ଓପନ୍ କରାଟେ ଚାମ୍ପିଅନସିପ୍-୨୦୨୫
ଓଡ଼ିଶା କରାଟେ ଖେଳାଳି,ପଦକ ହାସଲ କରିଛନ୍ତି।
୬ତମ ଜାତୀୟ ଶୋରିନ୍-ର୍ୟୁ ମାତସୁବାୟାଶି ଓପନ୍ କରାଟେ ଚାମ୍ପିଅନସିପ୍-୨୦୨୫
ଓଡ଼ିଶା କରାଟେ ଖେଳାଳି,ପଦକ ହାସଲ କରିଛନ୍ତି।
୬ତମ ଜାତୀୟ ଶୋରିନ୍-ର୍ୟୁ ମାତସୁବାୟାଶି ଓପନ୍ କରାଟେ ପ୍ରତିଯୋଗିତା,୨୦୨୫ ରେ ୯ ଜଣ ପିଲା ମାନେ କାତା ଓ କୁମିତେ ରେ ଭାଗ ନେଇଥିଲେ ସେଥିରେ ୯ ଜଣ ପଦକ ହସିଲ କରିଛନ୍ତି ସମାନେ ହେଲେ,
ମହିଳା ବିଭାଗରେ, ସିମରନ ଖାତୁନ,୧୩ ବର୍ଷ ସିନିୟର୍ ବର୍ଗ ୫୦ କେଜି କମ ରେ କୁମିତି ଓ କାତା ରେ ସ୍ୱର୍ଣ୍ଣ ପଦକ, ଓ ପୁରୁଷ ବିଭାଗ ୧୨ ବର୍ଷ ସବ୍ ଜୁନିଅର ରେ ରହିମ ସାହା, ୪୦ କେଜି କମ ରେ କୁମିତେ ଓ କାତା ରେ ରୌପ୍ୟ ପଦକ, ଓ ସୋମୟଜିତ ନାୟକ ୧୩ ବର୍ଷ ସବ୍ ଜୁନିଅର୍ ରେ ୪୦ କେଜି କମ କୁମିତେ ରେ ରୌପ୍ୟ ପଦକ ଓ ସଚିନ ନାୟକ, ୫୦ କେଜି କମ ରେ କାତା ଓ କୁମିତେ ରେ ରୌପ୍ୟ ପଦକ ଓ ପ୍ରମୋଦ ହାଁସଦା କାତା ରେକାଂସ୍ୟ ପଦକ ଓ ୧୪ ବର୍ଷ ଜୁନିଅର ରେ ଦୁଷ୍ମନ୍ତ ପାତ୍ର, ୫୦ କେଜି କମ ରେ କୁମିତେ ରେରୌପ୍ୟ ପଦକ ଓ ୧୫ ବର୍ଷ ଜୁନିଅର୍ ରେ ସୋରାଇ ହାଁସଦା ୪୫ କେଜି କମ ରେ କୁମିତେ ରେ ରେରୌପ୍ୟ ଓ କାତା ରେ କାଂସ୍ୟ ପଦକ, ଓ ଶୁଭମ୍ ରାମ ପରଜାପତି ୫୦ କେଜି କମ ରେ କୁମିତେ ରେ ରୌପ୍ୟ ପଦକ ଓ କାତା ରେ କାଂସ୍ୟ ପଦକ, ହାସଲ କରିଛନ୍ତି,!
ଝାଡ଼ଖଣ୍ଡ ଶୋରିନ୍-ର୍ୟୁ ମାତସୁବାୟାଶି କରାଟେ-ଡୋ ଆସୋସିଏସନ୍ ଦ୍ଵାରା ଏହି ପ୍ରତିଯଗିତା ୨୯ ନଭେମ୍ବର ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ,ଜୈନ ଭବନ ଇଷ୍ଟିଲ ସିଟି ଜମସାଦପୁର ଝାରଖଣ୍ଡ, ଠାରେ ଆୟୋଜନ ହୋଇଥିଲା।
କରାଟେ ଆସୋସିଏସନ ଅଫ୍ ଓଡ଼ିଶା ର ସୋମ୍ପାଦକ ସେକ ସାଜୁ ଏବଂ ଓ ପ୍ରିନ୍ସ ପବ୍ଲିକ ସ୍କୁଲ ର, ମାଷ୍ଟର ପୂର୍ଣ୍ଣ ଚନ୍ଦ୍ର ମହାନ୍ତ ଙ୍କ ନେତୃତ୍ୱ ରେ ଏହି ପ୍ରତି ଯୋଗିମାନେ ଭାଗ ନେଇ ସଫାଳତା ସହ ଗୌରବ ପଦକ ଅର୍ଜନ ହାସିଲ କରିଛନ୍ତି।