logo

ଜୟପୁର କୋରାପୁଟ ଘାଟିରେ ଟ୍ରକ ଭଙ୍ଗାରୁଜା କରି ଟଙ୍କା ଲୁଟ୍ ଘଟଣା ଡ଼୍ରାଇଭର ଆହାତ

ଜୟପୁର କୋରାପୁଟ ଘାଟିରେ ଟ୍ରକ ଭଙ୍ଗାରୁଜା କରି ଟଙ୍କା ଲୁଟ୍ ଅଭିଯୋଗ ହୋଇଛି । ମରାମତି ପାଇଁ ରାସ୍ତାରେ ଠିଆ ହୋଇଥିବା ସମୟ ରେ ଡ଼୍ରାଇଭର ଓ ହେଲ୍ପର କୁ ମାଡ ହୋଇଥିବା କୁହାଯାଇଛି। ଏସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି। ପୋଲିସ ମତାମତ ମିଳିପାରିନି।

8
264 views