logo

ଭାସ୍କର ଜେନା ଙ୍କ ସ୍ମୃତି ରେ ଶୋକସଭା ପାଳନ।

ଭାସ୍କର ଜେନା ଙ୍କ ସ୍ମୃତି ରେ ଶୋକସଭା ପାଳନ।

ଘଷିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ର ଜରଦା ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ବରିଷ୍ଠ ସଦସ୍ୟ ତଥା ଗ୍ରାମର ମୁରବୀ ଭାସ୍କର ଜେନା ଙ୍କ ଏକାଦଶାହ ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଅଚ୍ୟୁତାନନ୍ଦ ଜେନା ଙ୍କ ସଂଯୋଜନା ରେ ଆୟୋଜିତ ଶୋକସଭା ରେ ପ୍ରଥମେ ନିମନ୍ତ୍ରିତ ଅତିଥି ସ୍ୱର୍ଗତ ଜେନା ଙ୍କ ଫଟୋ ଚିତ୍ର ରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଏହି ଶୋକସଭା ରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ରାମଚନ୍ଦ୍ରପୁର ସରପଞ୍ଚ ପ୍ରଦିପ ସାହୁ,ଘସିପୁରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର, ସମିତି ସଭ୍ୟ ମନ୍ମଥ ସାହୁ,ପୁଅ - ଅଚ୍ୟୁତ, ଅମୂଲ୍ୟ, ଅରୁଣ, ଅତନୁ, ଅଞ୍ଜନ
ପୁତୁରା, ଝିଆରୀ - ସଂଯୁକ୍ତା,ସାବିତ୍ରୀ,ବିଷ୍ଣୁ,ମେନକା, ଅଶୋକ,ରଘୁ, ମନୋଜ, କୂଳ ଗୀତା, ଉର୍ବଶୀ
ନାତି ନାତୁଣୀ - ଦେବସ୍ମିତା ଦୀନେଶ, ରାକେଶ, ବିବେକାନନ୍ଦ,ଦିବ୍ୟଜ୍ୟୋତି, ମୁସ୍କାନ ଅଂଶୁମାନ, ଶ୍ରୀୟା, ଆଦ୍ୟାଶା,ଲକୀ,ଆୟୁଷ୍ମାନ, ଆଦିତ୍ୟ, ଅମ୍ଳାନ ପ୍ରିୟା, ଅର୍ପିତ
ସମସ୍ତ - ପୂତ୍ର ଓ ପୁତୁରା ବଧୂ ଙ୍କସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ।

ଘଷିପୁରାରୁ ବିଜୟ ଜେନାଙ୍କ ରିପୋର୍ଟ,
ମୋବାଇଲ -୭୭୩୫୫୮୯୬୫୭

24
1189 views