logo

ଆଜି ତା,୩୦/୧୧/୨୦୨୫ ରବିବାର ଦିନ ଜୁନାଗଡ଼ ଠାରେ K T O A Junagah ମାଲିକ ସଂଘ ନୁତନ ଘର ପ୍ରତିଷ୍ଠା କରାଯାଇଥିଲା



ତା. 30/11/2025, ଆଜି କଳାହାଣ୍ଡି ଟ୍ରକ୍ ମାଲିକ ସଂଘ (KTOA) ଜୁନାଗଡ଼ର ନୂତନ ଘର ପ୍ରତିଷ୍ଠା ଉତ୍ସବ ମହା ଆଡ଼ମ୍ବର ଏବଂ ଉତ୍ସାହର ସହିତ ପାଳିତ ହୋଇଥିଲା।
ଏହି ଐତିହାସିକ ଅବସରରେ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ହୋଇ ଉତ୍ସବକୁ ଗରିମାମୟ କରିଥିଲେ।

କାର୍ଯ୍ୟକ୍ରମ ସମୟରେ ସଭ୍ୟମାନଙ୍କୁ ଫୁଲ ତୋଟା ଓ ଗାମୁଛା ପରିଧାନ କରାଇ ସଂବର୍ଦ୍ଧନା ଦିଆଯାଇଥିଲା। ସଂଘର ନୂତନ ଘର ପ୍ରତିଷ୍ଠା ସହିତ ସଂଘର କାର୍ଯ୍ୟନିଷ୍ଠା, ଏକତା ଏବଂ ଭବିଷ୍ୟତ ପ୍ରଗତି ପାଇଁ ଏହାକୁ ନୂଆ ମାଇଲ ଷ୍ଟୋନ୍ ବୋଲି ମାନାଯାଉଛି।

ସମାପନେ ସଭ୍ୟମାନେ ଏହି ନୂଆ ସଂଘ ଗୃହ ଆଗାମୀ ଦିନରେ ସଂଘର କାର୍ଯ୍ୟକଳାପକୁ ଅଧିକ ସୁଚାରୁ, ସୁସ୍ଥିର ଏବଂ ସଂଗଠିତ କରିବାରେ ମଦଦ କରିବ ବୋଲି ଆଶା ବ୍ୟକ୍ତ

28
2858 views