୨୮ତମ ବାର୍ଷିକ ତ୍ରୀରଙ୍ଗା କ୍ରକେଟ ଟୁନାମେଣ୍ଟ ଡେରଙ୍ଗ
୨୮ତମ ବାର୍ଷିକ ତ୍ରୀରଙ୍ଗା କ୍ରକେଟ ଟୁନାମେଣ୍ଟ ଡେରଙ୍ଗ
କଣିହାଁ:କଣିହାଁ ବ୍ଲକ ଡେରଙ୍ଗ ପଞ୍ଚାୟତ ଅଧିନ ମାଝୀସାହି ଗ୍ରାମ ସ୍କୁଲ ପଡିଆ ନିକଟରେ ଆଜି ଗୁରୁବାର ୨୮ତମ ବାର୍ଷିକ ତ୍ରୀରଙ୍ଗା କ୍ରକେଟ ଟୁନାମେଣ୍ଟ ଡେରଙ୍ଗ ଚଳିତ ମାସ ୨୭.୧୧.୨୦୨୫ ରିଖ ଗୁରୁବାର ଠାରୁ ତା.୩୦.୧୧.୨୦୨୫ ରିଖ ରବିବାର ପର୍ଯ୍ୟନ୍ତ ଆମ୍ଭ ଗ୍ରାମ ଡେରଙ୍ଗ ଠାରେ ଏକ ରାଜ୍ୟ ସ୍ତରୀୟ କ୍ରିକେଟ୍ ଟୁର୍ଣାମେଣ୍ଟ୍ ଅନୁଷ୍ଠିତ ହୋଇଯାଇଛି,ଏହି କ୍ରିକେଟ୍ ଟୁର୍ଣାମେଣ୍ଟ୍ ରେ ଡେରଙ୍ଗ ତ୍ରିରଙ୍ଗା କ୍ରିକେଟ କ୍ଲବ ର ୨୮ତମ କ୍ରିକେଟ ଉଦୁଘାଟନରେ ମୁଖ୍ୟ ଅଥିତି ଜେ ଆଈ ପି ଏଲ ଡେରଙ୍ଗର ଭାଇସି ପ୍ରେସିଡେଣ୍ଟ ସୁରେଶ ବଂଶଲ, ସରପଞ୍ଚ ସଂଯୁକ୍ତା ବେହେରା, ଗ୍ରାମ ସଭାପତି ପ୍ରଶ୍ନ ନାଏକ, ସମ୍ପାଦକ, ସୁଜିତ ସାହୁ, ପବିତ୍ର ସାହୁ, ନାଏବ ସରପଞ୍ଚ, ବୁଲୁ ସାହୁ, ଶ୍ୟାମସୁଦର ସାହୁ, ଶିବ ଦାସ, ଆକ୍ଟିଭ ମିଡ଼ିଆ ୟୁଥ କ୍ଲବ କଣିହାଁର ସମ୍ପାଦକ ଜିତେନ୍ କୁମାର ସାହୁ, ଦୁଷ୍ମନ୍ତ ବେହେରା, ବଲଭଦ୍ର ନାଏକ, ଡେରଙ୍ଗ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ସନ୍ତୋଷ ନାଏକ,ସମାଜ ସେବୀ ସନ୍ତୋଷ ବେହେରା, ମୁଲିଆ ସାହୁ, କାଳିଆ ସାହୁ, ମୁଲିଆ ଦାସ, ନୀଳମଣି ସାହୁ, କନ୍ଦ୍ରପ ବେହେରା, ଟିକନ ମହାନ୍ତି,ସୁଧାକର ବେହେରା, ସତ୍ୟାନନ୍ଦ ନାଏକ,ପ୍ରମୁଖ ଏହି ଉଦୁଘାଟିନି ମ୍ୟାଚରେ ଉପସ୍ଥିତ ଥିଲେ,