ଜଙ୍ଗଲ ରୁ ମୃତ ଦନ୍ତା ହାତୀ ଉଦ୍ଧାର
ରେଢ଼ାଖୋଲ (ଦୀପକ ସିଂ) ୧୮/୧୧/୨୦୨୫ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନ ଖଣ୍ଡ ବଡବାହାଲ ରେଞ୍ଜ ର ବଡ଼କୁଡା ଗ୍ରାମ ଜଙ୍ଗଲ ରୁ ଗୋଟିଏ ଦନ୍ତା ହାତୀର ମୃତ ଦେହ ବଡବାହାଲ ବନ ବିଭାଗ ଦ୍ଵାରା ଉଦ୍ଧାର କରାଯାଇଛି ହାତୀ ମୃତ୍ୟୁ ର କାରଣ କିଛି ଜଣା ପଡ଼ିନାହିଁ