କଳାହାଣ୍ଡି ଟ୍ରକ୍ ମାଲିକ ସଂଘ 35 ବର୍ଷ (K T O) ସାଧାରଣ ସଭା ଆୟୋଜନ ବଡ଼ ଆଡମ୍ବର ପାଳିତ ତା ୯/୧୧/୨୦୨୫ ରବିବାର ଦିନ ନ,
ଆଜି କଳାହାଣ୍ଡି ଜିଲ୍ଲା ଟ୍ରକ୍ ମାଲିକ ସଂଘ 35 ତମ ସାଧାରଣ ସଭା ଆୟୋଜନ ହୋ ଥଳା ଉତ୍କ ସଭାରେ କେସିଙ୍ଗା ଭବାନୀପାଟଣା ଓ ଜୁନାଗଡ଼ ସଦସ୍ୟ ମାନେ ଯୋଗ ଦେଇଥିଲେ ଆଲୋଚନା ଅନ ସ ଗ୍ରହଣ କରିଥିଲେ ଗତ ବର୍ଷ ଆର୍ଥିକ ଭବିଷ୍ୟତ ବିଷୟରେ ରେ ଆଲୋଚନା ହୋଇଥିଲା ସଦସ୍ୟ ମାନେ ନିଜ ନିଜ ମତ ପ୍ରକାଶ କରିଥିଲେ