
ଖବର ଆଜିର*
ତାରିଖ:21/10/2025 ମଙ୍ଗଳବାରସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର: ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ଟଙ୍କା
*ଖବର ଆଜିର*
ତାରିଖ:21/10/2025 ମଙ୍ଗଳବାର
୧-ଆଜି ଶ୍ରୀକ୍ଷେତ୍ରରେ ବଡ଼ବଡ଼ିଆ ଡାକିବେ ଶ୍ରଦ୍ଧାଳୁ, ସୁରକ୍ଷା ଦାୟିତ୍ବରେ ୨୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ।
୨-ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର: ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ବୃତ୍ତି ପାଉଥିଲେ ମିଳିବନି ଟଙ୍କା।
୩-୪୭୧ ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।
୪-ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
୫-ବ୍ରହ୍ମପୁର:ମହଙ୍ଗା ପଡିଲା ସୋସିଆଲ ମିଡିଆରେ ଖଣ୍ଡା ବୁଲାଇବା, ଭିଡିଓ ଭାଇରାଲ ପରେ ଗିରଫ ହେଲେ ଯୁବକ।
୬-ଡେରାବିଶ୍:ଉପକୃତ ହେବେ ଛାତ୍ରଛାତ୍ରୀ,ଜାଗୁଳାଇ ବିଦ୍ଯାନିକେତନ ବେଲରପାରେ ଉଦଘାଟିତ ହେଲା ଗବେଷଣାଗାର,ସମୂହ ଭଗବତ୍ ଗୀତା ପାଠ ଛାତ୍ରଛାତ୍ରୀ।
୭-ବ୍ରହ୍ମପୁର:ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଚିଆଁ; ନାଁରେ ରହିଛି ହତ୍ୟା, ଡକାୟତି ଭଳି ଜଘନ୍ୟ ମାମଲା।
୮-ଭରତପୁର:ରାଜଧାନୀରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ, ଧରା ପଡିଲା ମୁଖ୍ୟ ଅଭିଯୁକ୍ତ।
୯-ଏସ୍ଆଇ ପରୀକ୍ଷା ଘୋଟାଲା: ଅଭିଯୁକ୍ତ ମୁନା ମହାନ୍ତିଙ୍କ ପୈତୃକ ଘରେ ପଶିଲା କ୍ରାଇମବ୍ରାଞ୍ଚ।
୧୦-ଭୁବନେଶ୍ବର:ଆଜି ମୁଖ୍ଯମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ।
୧୧-କଟକରେ ମଧ୍ଯ ୨ (୭ଟାରୁ ୯ଟା) ଘଣ୍ଟା ବାଣଫୁଟାଇବେ ଲୋକେ : କଟକ ଡିସିପି ଋଷିକେଶ ଖିଲାରୀ
୧୨-ଭୁବନେଶ୍ବର:ମିଠା ଉପରେ ମ୍ୟାନୁଫାକ୍ଚରିଙ୍ଗ ଏବଂ ଏକ୍ସପାଏରୀ ତାରିଖ ଲେଖିବା ବାଧ୍ୟତାମୂଳକ, ରଙ୍ଗଦିଆ ମିଠା ବିକିବା ମନା।
୧୩-ବାରିପଦା:ଦ୍ବିତୀୟ ଦିନରେ ଶିମିଳିପାଳ ବୁଲିଲେ ୨୬୧ ପର୍ଯ୍ଯଟକ।
୧୪-ଅପରାହ୍ଣରୁ ଚାଲିବନି ଆମ୍ ବସ୍ । ଦୀପାବଳିି ପାଇଁ ଆଜି ଅପରାହ୍ଣ ୩ଟା ରୁ ଆମ୍ ବସ୍ ସେବା ବନ୍ଦ ରହିବ।
୧୫-ତାଲିବାନର ଖୋଲା ଚେତାବନୀ, ପାକିସ୍ତାନୀ ସେନାକୁ ଭାରତ ସୀମା ପର୍ଯ୍ୟନ୍ତ ତଡି ଦେବୁ
୧୬-ଗାଜାରେ ଯୁଦ୍ଧବିରତି ଉଲ୍ଲଂଘନ: ଇସ୍ରାଏଲ ଏୟାରଷ୍ଟ୍ରାଇକରେ ୧୧ ମୃତ।
୧୭-ବଙ୍ଗୋପସାଗରରେ ବଳ ଗୋଟାଉଛି ଘୂର୍ଣ୍ଣିବଳୟ , ଦିନକ ପରେ ଲଘୁଚାପ, ୨୩ରେ ଅବପାତ।
୧୮-ଦୁଇଟି ନୂଆ ଗିନିଜ୍ ବିଶ୍ୱ ରେକର୍ଡ କଲା ଅଯୋଧ୍ୟାରେ ଦୀପୋତ୍ସବ, ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
୧୯-ଭାରତୀୟ ସେନାରେ ସାମିଲ ହେଲା ୧୧୩ଟି ଇଲେକ୍ଟ୍ରିକ୍ ବସ୍, ସବୁଜ ପରିବେଶ ଦିଗରେ ବଡ଼ ପଦକ୍ଷେପ।
୨୦-ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକାଠି ହେଲା ଆମେରିକା , ୫୦ ରାଜ୍ୟର ୨୭୦୦ ସ୍ଥାନରେ ହେଲା 'ନୋ କିଙ୍ଗସ' ରାଲି।
🙏 *ସୁପ୍ରଭାତ,ଗୁଡମର୍ଣ୍ଣିଂ* 🙏
🪔 *ହାପି ଦିଓ୍ବାଲୀ* 🪔