logo

#ସନ୍ଦେହରେ_XUV #ପୀତବାସ_ମର୍ଡର ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ହାତରେ ଲାଗିଛି ଏକ ସନ୍ଦେହଜନକ ଦାମୀ କାର ।

#ସନ୍ଦେହରେ_XUV #ପୀତବାସ_ମର୍ଡର
ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ହାତରେ ଲାଗିଛି ଏକ ସନ୍ଦେହଜନକ ଦାମୀ କାର । ଏବେ ତଦନ୍ତ ଘେରରେ ଏହି ଦାମୀ କାର । ଦାମୀ XUV ସହ ଅନ୍ୟ ଏକ ଗାଡ଼ିକୁ ଜବତ କରିଛି ପୋଲିସ । ଯାଞ୍ଚ ବେଳେ ପୋଲିସ ସନ୍ଦେହରେ କିଛି ଗାଡ଼ିକୁ ଚିହ୍ନଟ କରିଥିଲା। ଚିହ୍ନଟ ଗାଡ଼ି ଏବଂ ଅଟକଙ୍କ ମଧ୍ୟରେ ଗୋଟିଏ ଏକ୍ସୟୁଭି ଓ ଅନ୍ୟ ଏକ ଗାଡ଼ି ରହିଥିବା ସୂଚନା ।
#CrimeNews_Brahmapur #PritvabasaPanda_Murder #PoliceInvestigation_Odisha #LuxuryCarSeizure #MurderInvestigation #ContractKiller_Odisha #VehicleSeizure #BrahmapurCrime
#PritvabasaPandaCase_Brahmapur #LuxurySUV_Seized #SuspectsInterrogation_Brahmapur #AIMA

6
345 views