ସନ୍ଥ ପ୍ରେମାନନ୍ଦ ଜୀ ମହାରାଜ ଅସୁସ୍ଥ ।
ସନ୍ଥ ପ୍ରେମାନନ୍ଦ ଜୀ ମହାରାଜ ଅସୁସ୍ଥ । ଦୁଇଟି କିଡନୀ ଫେଲ୍ ଯୋଗୁ ସେ ଦୀର୍ଘଦିନ ହେବ ଅସୁସ୍ଥ ଅଛନ୍ତି । ଏବେ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି । ପ୍ରେମାନନ୍ଦ ଜୀ ମହାରାଜଙ୍କ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପ୍ରାର୍ଥନା କରୁଛନ୍ତି ତାଙ୍କ ଅନୁଗାମୀ ।
#AIMA
#PremanandjiMaharaj #HealthIssue #kidneydisease #Treatment #NationalNews