logo

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ୍ୟୁ,କ୍ଷତି ପୂରଣ ଦାବିରେ ରାସ୍ତାରୋକ

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ୍ୟୁ,କ୍ଷତି ପୂରଣ ଦାବିରେ ରାସ୍ତାରୋକ l କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ନିକଟରେ ଗତକାଲି ଏକ ଅଜଣା ଗାଡି ଗୋଲାମୁଣ୍ଡା ଗ୍ରାମର ମାଧବ ମାଝୀ କୁ ଧକ୍କା ଦେଇ ସେଠାରୁ ଫେରାର ହୋଇ ଯାଇଥିଲା l ଦୁର୍ଘଟଣା ପରେ ମାଧବ କୁ ଧର୍ମଗଡ ହସ୍ପିଟାଲ କୁ ନେଇ ଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା l ଶବ ବ୍ୟବଛେଦ ପରେ ଶବ କୁ ନେଇ କ୍ଷତିପୂରଣ ଶହ ଦୁର୍ଘଟଣା ଘଟାଇ ଥିବା ଟ୍ରକ କୁ ଧରିବା ଦାବୀ ରେ ଗୋଲାମୁଣ୍ଡା ଥାନା ନିକଟରେ ଧର୍ମଗଡ -ସିନାପାଲି ବିଜୁ ଏକ୍ସପ୍ରେସୱେ କୁ ଅବରୋଧ କରିଛନ୍ତି lପରିବାର ଏବଂ ଗ୍ରାମବାସୀ ଫଳରେ ଉଭୟ ପାର୍ଶ୍ୱ ରେ ଶହ ଶହ ଗାଡି ଅଟକ ରହିଥିବା ଦେଖିବାକୁ ମିଳୁଛି l

34
295 views