ରେଢ଼ାଖୋଲ ରେ ପ୍ରତି ମୂର୍ତ୍ତି ସଫେଇ ସହ ପୁଷ୍ପ ମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ..
ସମ୍ବଲପୁର(ଦୀପକ ସିଂ) ୧୯/୦୯/୨୦୨୫
ରେଢ଼ାଖୋଲ ଶିବମନ୍ଦିର ପରିସର, ଡକ୍ଟର ବି ଆର ଆମ୍ୱେଦକର ଙ୍କ ପ୍ରତି ମୂର୍ତ୍ତି, ସନ୍ଥକବି ଭୀମଭୋଇ ଙ୍କ ପ୍ରତି ମୂର୍ତ୍ତି ସଫେଇ କରାଯିବା ସହ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଶରତ ପ୍ରଧାନ, ନଗର ସଭାପତି ସୁଷମା ମୁଣ୍ଡା, ପୂବତନ ସଭାପତି ଦିଲ୍ଲୀପ ପ୍ରଧାନ, ପୂର୍ବତନ ସଭାପତି ରାମାନୁଜ ମହାପାତ୍ର, ବିଜେପି କାର୍ଯ୍ୟକର୍ତା ରାଜା ସିଂ, ରେଜେନ୍ଦ୍ର ବୈଠରୁ, ଯୁବମୋର୍ଚ୍ଛା ଉପସଭାପତି ସୂର୍ଯ୍ୟ ପ୍ରକାଶ ମହାପାତ୍ର ଯୋଗଦାନ କରିଥିଲେ..