logo

ନିରାକାରପୁର ଥାନା ପକ୍ଷରୁ 'ଧରିତ୍ରୀ ମା ପାଇଁ ଵୃକ୍ଷ୍ୟ ଟିଏ' କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୭/୯/୨୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ତିଥି ଅବସରରେ ନିରାକାରପୁର ପୋଲିସ ଥାନା ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ, ଏସ ଆଇ ଦିପାଲିଶା ନାୟକଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ l ମିରିଗଦୟାଣୀ ରାସ୍ତା ପାର୍ଶ୍ଵ ଓ ଥାନା ପରିସରରେ ଏହି କାର୍ଯ୍ୟକ୍ରମ କରାଯାଇଇଥିଲା

11
3343 views