logo

ଗୋପବନ୍ଧୁ ସ୍ମୃତି ପାର୍କ – ପ୍ରଶାସନର ମନମୁଖୀତାରେ ସମାଜର ଗର୍ବ ଅପହୃତ।

ନବରଙ୍ଗପୁର ସହରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତି ପାର୍କ କେବେ ସହରବାସୀଙ୍କ ପାଇଁ ନୈତିକ ଗର୍ବ ଓ ସାମୁଦାୟିକ ସଂସ୍କୃତିର ପ୍ରତୀକ ଥିଲା। “ମଣିଷ ପାଇଁ ବଞ୍ଚିବା” ମନ୍ତ୍ରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଉତ୍କଳମଣିଙ୍କ ସ୍ମୃତିକୁ ଅମର କରିବା ପାଇଁ ଏହି ପାର୍କକୁ ଗଢ଼ାଯାଇଥିଲା।

0
0 views