ଗଂଜେଇ ସହ ସ୍କୋର୍ପିଓ ଗାଡି ଓ ଦୁଇ ଜଣ ଗିରଫ
ସମ୍ବଲପୁର(ଦୀପକ ସିଂ)07/09/2025
ରେଢ଼ାଖୋଲ ଅବକାରୀ ବିଭାଗ ଦ୍ୱାରା 7KG ଗଂଜେଇ,ସ୍କୋର୍ପିଓ ଗାଡି (ଓଡି 33J1547) ଓ ଦୁଇ ଅଭିଯୁକ୍ତ ଙ୍କୁ ଧରା ଯାଇଥିଲା,ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ର ସୋମନାଥ ପ୍ରଧାନ, ଶ୍ରୀକାନ୍ତ ଦାସ
ଅଭିଯୁକ୍ତ ମାନେ ବୌଦ୍ଧ ଅଂଚଳ ରୁ ରେଢ଼ାଖୋଲ ଅଭିମୁଖେ ଆସୁଥିଲେ ହେଲେ କୌଣସି ସୂତ୍ର ରୁ ଖବର ପାଇ ଅବକାରୀ ବିଭାଗ ରେଢ଼ାଖୋଲ ର ପୁରୁଣାଗଡ଼ ଛକ ଠାରେ ଚଢ଼ଉ କରିଥିଲେ ଗାଡି, ଗଂଜେଇ,ଅଭିଯୁକ୍ତ ମାନଙ୍କୁ ଧରିବାରେ ରେଢ଼ାଖୋଲ ଅବକାରୀ ବିଭାଗ ସକ୍ଷମ ହୋଇଥିଲା