logo

ପଂଚାୟତ କର୍ମଚାରୀ ଙ୍କ ଠୁ ବିଡ଼ିଓ ପର୍ଯ୍ୟନ୍ତ ବାଧ୍ୟତା ମୂଳକ ବାୟମେଟ୍ରିକ..

ସମ୍ବଲପୁର (ଦୀପକ ସିଂ)06/09/2025
ବାୟମେଟ୍ରିକ ଉପସ୍ଥାପନ ବାଧ୍ୟତା ମୂଳକ କଲେ ରାଜ୍ୟ ସରକାର ପଂଚାୟତ କର୍ମଚାରୀଙ୍କ ଠାରୁ ବିଡ଼ିଓ ଙ୍କ ପର୍ଯ୍ୟନ୍ତ ଲାଗୁହେବ ବାୟାମେଟ୍ରିକ ବ୍ୟବସ୍ତା, ଏଣିକି ପଂଚାୟତ, ପଂଚାୟତ ସମିତି, ଜିଲ୍ଲା ପରିଷଦ ଅଫିସରେ ବାଧ୍ୟତା ମୂଳକ ହେବ ବାୟମେଟ୍ରିକ, ଏ ନେଇ କଡା ନିର୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର...

13
87 views