logo

ବନ୍ୟା ଜଳ ଘେରରେ ଗାଁ।

ହରଭଙ୍ଗା: ମହାନଦୀରେ ବନ୍ୟାଜଳ ବୃଦ୍ଧି ଯୋଗୁଁ ହରଭଙ୍ଗା ବ୍ଲକ କୁଶଙ୍ଗ ବନ୍ୟପ୍ରାଣି ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ପାଣିଘେରରେ ରହିଛି। ଉଦଣ୍ଡୀ ନାଳରେ ୧୦ ଫୁଟ ଉଚ୍ଚରେ ବନ୍ୟାଜଳ ଯୋଗୁଁ ମାରଡା ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। ବନ୍ୟାସ୍ଥିତି ପରଖିବା ପାଇଁ ହରଭଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ଏବିଡିଓ ସରୋଜ କୁମାର ପ୍ରଧାନ, ପିଇଓ ଜଗଦୀଶ ମଲ୍ଲିକ କୁଶଙ୍ଗ ପଂଚାୟତର ବିଭିନ୍ନ ଗାଁରେ ପଂହଚି ସ୍ଥିତି ପରଖିଥିବା ଜଣାପଡିଛି।

0
0 views