logo

ସ୍କୁଲ ସହ ଯୋଡି ହେବ ସବୁ ଅଙ୍ଗନବାଡି କେନ୍ଦ୍ର

ସମ୍ବଲପୁର(ଦୀପକ ସିଂ)04/09/2025
ପ୍ରାଥମିକ ସ୍କୁଲସହ ଯୋଡିହେବ ସବୁ ଅଙ୍ଗନବାଡି କେନ୍ଦ୍ର, ଏ ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ଶିକ୍ଷ୍ୟା ମନ୍ତ୍ରାଳୟ ର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସହଯୋଗରେ ଜାରି ହୋଇଛି ଗାଇଡଲାଇନ, ବୁଧବାର ନୁଆଁ ଦିଲ୍ଲୀ ବିଜ୍ଞାନ ଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ମହିଳା ଶିଶୁ ବିକାଶ ମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି...

16
105 views