ଶିକ୍ଷକ ମାନେ TET ପରୀକ୍ଷା ରେ ପାସ ନ କଲେ ଚାଲିଯିବ ଚାକିରୀ..
ସମ୍ବଲପୁର(ଦୀପକ ସିଂ) 03/09/2025
ଶିକ୍ଷକ ଙ୍କ ପାଇଁ TET ପାସ୍ ବାଧ୍ୟତା ମୂଳକ ବୋଲି ରାୟ ଦେଲେ ସୁପ୍ରିମକୋର୍ଟ, TET ପାସ ନ କଲେ ଶିକ୍ଷକ ପଦରୁ ବାଧ୍ୟତା ମୂଳକ ଅବସର ନେବାକୁ ପଡିବ, ଯେଉଁ ଶିକ୍ଷକ ଙ୍କ ଅବସର ସମୟ ପାଞ୍ଚ ବର୍ଷ ରୁ କମ ଅଛି ସେମାନଙ୍କୁ TET ଦରକାର ନାହିଁ ଚିନ୍ତା ରେ 80 ହଜାର ଶିକ୍ଷକ,ପରୀକ୍ଷା ରେ ପାସ ନ କଲେ ଚାଲିଯିବ ଚାକିରୀ..