logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଷଡ଼କ ଦୃଘଟଣା ହୋଇଥିବା ଆହତ ବ୍ୟକ୍ତି ଙ୍କୁ ମେଡିକାଲ ନେଲା ନିଃସ୍ୱାର୍ଥ ସେବା ସଂଗଠନ

ଜଗତସିଂହପୁର ମାଛଗାଁ ରାସ୍ତା ନିକଟସ୍ଥ ଗୋପାଳସାଗର ଛକ ଠାରେ ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଈ l ହଜାର ହଜାର ଲୋକ ଯାତାୟାତ କରୁଥିବା ବେଳେ ରାସ୍ତା କଡ଼ରେ ପଡିଥିବା ବ୍ୟକ୍ତି ଙ୍କ ଉପରେ କାହାର ନଜର ପଡିଥିନଥିଲା l ନିଃସ୍ୱାର୍ଥ ସେବା ସଂଗଠନର ସକ୍ରିୟ ସଦସ୍ୟ ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ l ଆହତ ବ୍ୟକ୍ତି ଙ୍କୁ ଦେଖିଥିଲେ l ପରେ ସଂଗଠନର ସଦ୍ୟସ ଙ୍କୁ ଫୋନ କରି ଥିଲେ ସଂଗଠନ ସଦସ୍ୟ ମାନେ ପହଞ୍ଚି ୧୦୮ ଆମ୍ବୁଲାସ୍ କୁ ଫୋନ କରିଥିଲେ l ତେବେ ଆହତ ବ୍ୟକ୍ତି ଙ୍କୁ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି କରିବା ସହ l ପରିବାର ଲୋକଙ୍କୁ ସମ୍ପକୀୟ ମାନଙ୍କୁ ଖବର ଦେଇଥିଲେ l ଦୃଘଟଣା ଗ୍ରସ୍ତ ବ୍ୟକ୍ତି ଜଣକ କିଭଳି ଶୀଘ୍ରହ ସୁସ୍ଥ ହେବେ ସଂଗଠନ ର ସଦସ୍ୟ ମାନେ ଡାକ୍ତର ସହ କଥା ହେବା ସହ ଆଲୋଚନା କରିଥିଲେ l ଦୃଘଟଣା ବ୍ୟକ୍ତିଙ୍କ ପାଖରେ ଉପସ୍ଥିତ ଥିଲେ ସଂଗଠନ ସଦସ୍ୟ ରାକେଶ ଦାସ, ସସ୍ମିତା ସେଠୀ, ହୃଷିକେଷ୍ ସାହୁ ସୁଶୀଲ କୁମାର ମହାରଣା ଆହତ ବ୍ୟକ୍ତିଙ୍କ ପାଈଁ ଆସୁରୋଗ୍ୟ କାମନା କରିଛନ୍ତି lଏହି କାର୍ଯ୍ୟ ପାଈଁ ନିଃସ୍ୱାର୍ଥସେବା ସଂଗଠନ ଡାକ୍ତର ଭୁରି ଭୁରି ପ୍ରଶଂସା କରିଛନ୍ତି l

117
2669 views

Comment