logo

ଘରେ ଶୋଇଥିବା ବେଳେ ନିଆଁ ଲାଗି ତିନି ଜଣ ଗୁରୁତର।

ଅନୁଗୋଳ: ଘରେ ଶୋଇଥିବା ସମୟରେ ଲାଗିଲା ନିଆଁ। ଅଗ୍ନିକାଣ୍ଡରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ନିଆଁ ଲାଗି ବିଭୂତି ପ୍ରଧାନ(୫୪), ସ୍ତ୍ରୀ ରତ୍ନାମଞ୍ଜୁରୀ ପ୍ରଧାନ(୫୦) ଏବଂ ପୁଅ ବିଘ୍ନଶ ପ୍ରଧାନ(୧୯) ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

0
213 views