logo

ପୁରୀ ନୂତନ ଜିଲ୍ଲାପାଳ ରୁପେ ନିଯୁକ୍ତ ହେଲେ ଦିବ୍ୟଯୋତି ପରିଡ଼ା

ଶ୍ରୀ ଜଗନ୍ନାଥ ଧାମ ପୁରୀ ର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ଦିବ୍ୟଜ୍ୟୋତି ପରିଡ଼ା. ଶ୍ରୀ ଜଗନ୍ନାଥ ଙ୍କ ଆର୍ଶୀବାଦ ନେଇ ନିଜ ପଦ ସମ୍ଭାଳିଛନ୍ତି, ପୁରୀ ଜିଲ୍ଲାକୁ ସବୁକ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରାଇବା ନେଇ ଲକ୍ଷ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ସୁଯୋଗ ପାଇଥିବାରୁ ଖିସିବ୍ୟକ୍ତ କରିଛନ୍ତି.

18
356 views