logo

ପୁରୁଷୋତ୍ତମପୁର ବାସୀ ହଟ ହଟା

ସାମାନ୍ୟ ବର୍ଷାରେ ପୁରୁଷୋତ୍ତମପୁର ମେଇନ୍‌ ରୋଡରେ ଆଣ୍ଡୁ ଏ ପାଣି। ଡ୍ରେନ ଲାଇନ ପୂରା ଜାମ୍, ନାଳ ସଫା ନ ହେଲେ ଆଗକୁ ପ୍ରରିସ୍ଥିତ ଅସମ୍ଭାଳ ହେବ, ତେଣୁ NAC କତୃପକ୍ଷ ଧ୍ୟାନ ଦେବା ଆବଶ୍ୟକ,

9
164 views