logo

ଚୋରା ବାଲି ସାତୋଟି ହାଇଓ ଜବତ।

କଂଟାପଡ଼ା: କଟକ ଜିଲ୍ଲା କଂଟାପଡ଼ା ଜଳସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ ଅଧିନରେ ଥିବା ବଡବିଲ୍‌‌ ସାଇପନର ନିକଟସ୍ଥ ଦେବୀ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇ ଚଢା ଦରରେ ବିକ୍ରି କରାଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କଟକ ଜିଲ୍ଲଖଣି ଅଧିକାରୀ ସଦଳବଳେ ଚଢାଉ କରି ୭ଟି ହାଇୱା ଜବତ କରିବା ସହ ସେଗୁଡିକୁ ଗୋବିନ୍ଦପୁର ଥାନା ଜିମା ଦେଇଛନ୍ତି।

1
0 views