logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କଟକ ଗଡଗଡିଆ ଘାଟ ଯାଉଥିବା କାଉଡ଼ିଆ ଭାଇ ଓ ଭଉଣୀ ମାନଙ୍କ

କଟକ ଗଡଗଡିଆ ଘାଟ ଯାଉଥିବା କାଉଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ କି ଘାଟର ବିପଦ ସଙ୍କୁଳ ଅବସ୍ଥାରେ ଥିବା ଭଙ୍ଗା ପାହାଚ ପଟକୁ ଯାଆନ୍ତୁ ନାହିଁ। ଏହି ଅଞ୍ଚଳକୁ ଅସୁରକ୍ଷିତ ଘୋଷଣା କରାଯାଇଛି।କୌଣସି ମୁହୂର୍ତ୍ତରେ ଏହା ଧଶି ଯାଇ ପାରେ।ଆପଣ ମାନେ ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ପାଇଁ ଅନୁରୋଧ।

105
2549 views

Comment