logo

ପ୍ରେମିକା ର ହତ୍ୟା କରିବାର ଡେମୋ ଦେଖେଇଲା ଅଭିଯୁକ୍ତ ପ୍ରେମିକ।

ବ୍ରହ୍ମପୁର:02/07: ବ୍ରହ୍ମପୁର ପୁଷ୍ପାଞ୍ଜଳି ଗେଷ୍ଟ ହାଉସ ରେ ଘଟିଥିବା ନୃଶଂସ ହତ୍ୟା କାଣ୍ଡ ର ଡେମୋ ଦେଖାଇଛି ଅଭିଯୁକ୍ତ ପ୍ରେମିକ ଅଭୟ ମହାରଣା। ନିଜ ପ୍ରେମିକା କୁ କିପରି ଏବଂ କେମିତି ହତ୍ୟା କରିଥିଲା ଆଜି ପୋଲିସ କୁ ସବୁ ହତ୍ୟା ଘଟଣାର ର ରିକ୍ରିସେନ ଦ୍ବାରା ପୁରା ପୁରି ଘଟଣା କୁ ଦେଖାଇ ଥିଲା। ବ୍ରହ୍ମପୁର ପୋଲିସ ଅଭିଯୁକ୍ତ ପ୍ରେମିକ କୁ ଘଟଣା ସ୍ଥଳ କୁ ନେଇ ହତ୍ୟା କାଣ୍ଡ ର ଦତନ୍ତ କୁ ଜୋର୍ ସୋର ଅନୁସନ୍ଧାନ କରୁଛି, କାହିଁକି ଏ ଭଳି ଜଘନ୍ୟ ହତ୍ୟା କାଣ୍ଡ ଘଟାଇବା କୁ ପଦକ୍ଷେପ ନେଲା ତାହା କଣ ରହିଛି ଭିତିରି କଥା ଏସବୁ କୁ ତନ୍ ତନ କରି ଯାଞ୍ଚ କରୁଛି ପୋଲିସ, ସବୁ ସତ କଥା ଆସିଲା ପରେ ହିଁ ସ୍ପଷ୍ଟ ହେବ ହେବ ଏହି ଚର୍ଚ୍ଚିତ ହତ୍ୟା କାଣ୍ଡ ର ଅସଲ ରହସ୍ୟ ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।

15
377 views