logo

ଇସ୍ରାଏଲ – ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି

ଇରାନ ଉପରେ ଆମେରିକାର ଆକ୍ରମଣ
ଇସ୍ରାଏଲ – ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି । ୩ ଟି ପରମାଣୁ କ୍ଷେତ୍ର ଉପରେ ବୋମା ବର୍ଷା।୩ ଟି ପରମାଣୁ କେନ୍ଦ୍ର ଧ୍ଵଂସ। ଇରାନ ର ଫର୍ର୍ଡୋ, ନାତାଞ୍ଜ, ଇସ୍ଫାହାନ ତିନିଟି ଜାଗା ଉପରେ ମାଡ କରିଛି। ଆମେରିକା ର B-2 ବମ୍ବର ରୁ 30,000 ପାଉଣ୍ଡ ର ବଙ୍କର ବୁଷ୍ଟର ବମ୍ ଇରାନ ଉପରେ ମାଡ କରିଛି।

1
66 views