logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ବସ୍

ଆଜ ଭୋର୍ 4.30 ରେ ଆମ ଗ୍ରାମ ଚାରବାହାଲ ME School ପାଖରେ ଠିଆ ହୋଇଥିବା ଟ୍ରକ୍ WB 33E9455 କୁ ଭୁବନେଶ୍ଵର ରୁ ଉମରକୋଟ ଯାଉଥିବା ରଘୁନାଥ ନାମକ ବସ୍ OD 25 J 0966 ଟ୍ରକ୍ କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜାଣେ ଯାତ୍ରୀଙ୍କୁ ମୃତ୍ୟୁ ଘଟିଥିବା ବେଳେ ଡ଼୍ରାଇଭର ଓ ହେଲପର୍ ସହିତ ଆଉ 5ଜଣ କୁ ଗୁରୁତର ଅବସ୍ଥାରେ ଜୁନାଗଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି ।

167
2014 views

Comment