logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

surat news : Iskcon ରାଧା ଦାମୋଦର ମନ୍ଦିର ଜଗନ୍ନାଥ ସ୍ନାନ ପୂର୍ଣ୍ଣିମା

Iskcon ରାଧା ଦାମୋଦର ମନ୍ଦିର

ମୁଖ୍ୟ ପୁଜାରୀ Gobinda Das
ଏହି ପୂଜାରେ ଅଂଶ ଗ୍ରଣ କରି ଥିଲେ 1000 ରୁ ଅଧିକ

ସ୍ନାନ ପୂର୍ଣ୍ଣିମା ରେ, ମହା ପ୍ରଭୁ ଙ୍କୁ ସ୍ନାନ କରା ଜାଇ ଥିଲା, ଦହି, କ୍ଷୀର, ଘିଅ, ମହୁ, ଲେମ୍ବୁ ପାଣି, ମିଶିରି ପାଣି, ପଞ୍ଚା ଅମୃତ, ଗରମ ପାଣି

ମହା ପ୍ରଭୁ ଙ୍କ ଠେ ଲାଗି ଥିଲା ଗୋପୀ ଚନ୍ଦନ

ମହା ପ୍ରଭୁଙ୍କ ପାଇଁ ପ୍ରସାଦ ତିଆରି ହୋଇ ଥିଲା ,ଚକୁଳି, କାକରା, ପୁଳି,ଖୂରି, ଖେଚୁଡ଼ି, ଖୋରା ଖଇ, ଝିଲାପି, ଏମିତି ଅନେକ ପ୍ରକାର

ପୋଡ଼ ପିଠା ଆଡିଶା

182
5785 views

Comment