ଜୟପାଟଣା ରେ ବାର୍ଷିକ ମଣ୍ଡେଇ ଯାତ୍ରା ଅନଷ୍ଠିତ ହୋଇ ଯାଇଛି
ଜୟପାଟଣା ରେ ବାର୍ଷିକ ମଣ୍ଡେଇ ଯାତ୍ରା ଅନଷ୍ଠିତ ହୋଇ ଯାଇଛି
ଏହି ଯାତ୍ରା ଜୟପାଟଣା ଡକରି ମନ୍ଦିର ଠାରେ ଅନୁଷ୍ଠିତ କରାଯାଇଥିଲା ଅନେକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ଓ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଥିଲା ସମସ୍ତ ଜନସାଧାରଣ ଆନନ୍ଦ ଉଲ୍ଲାସରେ କାର୍ଯ୍ୟ କ୍ରମକୁ ଉପ ଭୋଗ କରିଥିଲେ