logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜୟପାଟଣା ରେ ବାର୍ଷିକ ମଣ୍ଡେଇ ଯାତ୍ରା ଅନଷ୍ଠିତ ହୋଇ ଯାଇଛି

ଜୟପାଟଣା ରେ ବାର୍ଷିକ ମଣ୍ଡେଇ ଯାତ୍ରା ଅନଷ୍ଠିତ ହୋଇ ଯାଇଛି
ଏହି ଯାତ୍ରା ଜୟପାଟଣା ଡକରି ମନ୍ଦିର ଠାରେ ଅନୁଷ୍ଠିତ କରାଯାଇଥିଲା ଅନେକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ଓ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଥିଲା ସମସ୍ତ ଜନସାଧାରଣ ଆନନ୍ଦ ଉଲ୍ଲାସରେ କାର୍ଯ୍ୟ କ୍ରମକୁ ଉପ ଭୋଗ କରିଥିଲେ

145
3369 views

Comment