ଓଡ଼ିଶା ର ଲକ୍ଷ ପତି ଦିଦି ମିଶନ କୁ ପ୍ରତିବଦ୍ଧତା ର ସହ କାର୍ଯ୍ୟ କରିଛି - ମୁଖ୍ୟମନ୍ତ୍ରୀ।
ଓଡ଼ିଶା ଲକ୍ଷ ପତି ଦିଦି ମିଶନ କୁ ପ୍ରତିବଦ୍ଧତା ର ସହ କାର୍ଯ୍ୟ କରିଛି। ପ୍ରାୟ ୧୭ଲକ୍ଷ ମହିଳା ଙ୍କୁ ଲକ୍ଷ ପତି ଦିଦି ଭବେ ଗଢି ଆଜି ଓଡ଼ିଶା ଭାରତ ବର୍ଷ ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ସଫଳତା ଆମ ସଂୟ ସହାୟକ ଗୋଷ୍ଟି ର ମହିଳା ଙ୍କ ନିଷ୍ଠା, ମିଶନ ଶକ୍ତି ଏବଂ ଓଡିଶା ଜୀବିକା ମିଶନ ଆନ୍ତରକିତା ଓ ତୃଣ ମୂଳ ସ୍ତର ର ଦକ୍ଷତା ପୂର୍ଣ୍ଣ କାର୍ଯ୍ୟ ର ଫଳ ସ୍ୱରୂପ ଆମକୁ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଷ୍ଟ୍ରୀୟ ଲକ୍ଷ ପତି ଦିଦି ସମ୍ମିଳନୀ ରେ ପ୍ରକାଶ କରିଥିଲେ।