logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅତି ଦରିଦ୍ର ସିମା ରେଖା ତଳେ ରହୁଥିବା ଆଦିବାସୀ ସମ୍ପ୍ରଦାୟ ର ଲୋକମାନେ।

ଅଦିନିଆ ବର୍ଷାରେ ଲୋକ ମାନେ କେତେଯେ ହୋଇରାଣ ହରକତ ହୋଇଥାନ୍ତି ପ୍ରଶାସନ ଆଖିରେ ଜମା ଅସୁବିଧାକୁ ଦେଖାଯାଏ ନାହିଁ କାରଣ ପ୍ରଶାସନ କେବେ ଚାହେନାହି ଲୋକଙ୍କ ପାଖକୁ ଯାଇ କଣ ଅସୁବିଧା ହେଉଛି ତାହା ଜାଣିବାପାଇଁ ଚେଷ୍ଟା କରନ୍ତି ନାହିଁ ସାଧାରଣ ଜନତା କଣ ଜାଣିଛନ୍ତି।ପ୍ରଶାସନର କର୍ତ୍ତବ୍ୟ ଜନସାଧାରଣଙ୍କ ଅସୁବିଧାକୁ ବୁଝିବା ପାଇଁ।ଆଜିକା ଦିନରେ ଦେଖନ୍ତୁ ଖରୀ ନାସୀ ଜିପି 1no ୱାର୍ଡ ବାରନମ୍ବର ଗ୍ରାମର ଗୋଟିଏ କଚା ରାସ୍ତା ହୋଇପାରିଲା ନାହିଁ ।ଲୋକେ କାଦୁଆ ଚକଟା ରାସ୍ତାରେ କୁନିକୁନି ପିଲାମାନେ ,ବୟସ୍କ ବୃଦ୍ଧ ଅସୁସ୍ଥ ବ୍ୟକ୍ତି , ରୋଗିଣା ଲୋକ ମାନେ କେତେ ହୋଇରାଣ ହରକତ ହେଉଛନ୍ତି ତାହାଙ୍କୁ ପ୍ରଶାସନ ଆଖିରେ ଦେଖାଯାଉନାହିଁ।ଏହାଠୁ ଆଉ ବଡ଼କଥା କଣଅଛି।

127
3625 views

Comment